ମୌଳିକ ଦାବି ନେଇ ଓଷ୍ଟାର ଗଣଧାରଣା ଓ ଦାବିପତ୍ର ପ୍ରଦାନ

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଭଦ୍ରକ ଜିଲ୍ଲା ପକ୍ଷରୁ ଓଷ୍ଟା ଜିଲ୍ଲା ସଭାପତି ରମାକାନ୍ତ ପରିଡ଼ା, ରାଜ୍ୟ ନେତ୍ରୀ ସୁରଜିତା ନାୟକ, ରାଜ୍ୟ ସହସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାଶ, ଜିଲ୍ଳା ଉପସଭାପତି ସନ୍ତୋଷ କୁମାର ଜେନା ପ୍ରମୁଖ ବିଭିନ୍ନ ମୌଳିକ ଦାବି ନେଇ ଆଜି ଜିଲ୍ଳାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes