ମୋ ସରକାରରେ 3 ନୂଆ ବିଭାଗ ସାମିଲ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କାର୍ଯ୍ୟକ୍ରମରେ ଛଅଟି ବିଭାଗର ସମୀକ୍ଷା କରିଥିବା ବେଳେ ତିନୋଟି ନୂଆ ବିଭାଗକୁ ସାମିଲ କରିଛନ୍ତି l

ଅର୍ଥ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗ ଆଜି ମୋ ସରକାରରେ ସାମିଲ ହେବା ପରେ ମୋଟ 31 ଟି ବିଭାଗ ମୋ ସରକାରରେ ସାମିଲ ହୋଇ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version