ମୋ ବସ୍ ସେବାରୁ ବଞ୍ଚିତ ଚନ୍ଦକା,ଅନ୍ଧାରୁଆ, ଆଖପାଖ ଗାଁ

ଭୁବନେଶ୍ୱର ଚନ୍ଦକା ନିକଟବର୍ତ୍ତୀ ଅନ୍ଧାରୁଆ ଗ୍ରାମ ସମେତ ଅନ୍ୟ ଗାଁ ଗୁଡିକରେ ମୋ ବସ୍ ଚଳାଚଳର ସୁବିଧା ନାହିଁ ଯାହାଫଳରେ ଲୋକମାନେ ମୋ ବସ୍ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି।

ଏଠାରେ ପ୍ରାୟ ପାଞ୍ଚ ହଜାରରୁ ଅଧିକ ଲୋକ ବସବାସ କରନ୍ତି ଓ ସେମାନେ ଯିବା ଆସିବା ପାଇଁ ହଇରାଣ ହେଉଛନ୍ତି।କଲେଜ ଯିବାକୁ ଛାତ୍ରଛାତ୍ରୀ ମାନେ ଅସୁବିଧାର ସାମ୍ନା କରୁଥିବା କହିଛନ୍ତି। ଏହିସବୁ ଗ୍ରାମକୁ ମୋ ବସ୍ ଗାଡି ଗଡ଼ନ୍ତା ତେବେ ଲୋକମାନେ ଯାତାୟତ ସୁବିଧା ପାଇପାରନ୍ତେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes