ମୋହନ ମାଝି ପାଇଲେ ଶ୍ରେଷ୍ଠ କନେଷ୍ଟବଳ ପୁରସ୍କାର

ଆଜି ପୁଲିସ ପ୍ରତିଷ୍ଠା ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପୁଲିସ କର୍ମଚାରୀଙ୍କୁ ଏସପି ପୁରସ୍କୃତ କରିଥିଲେ। ସେମାନେ ହେଲେ ବଡ଼ବିଲ ଏସଆଇ ବଳିଆ ବାରିକ, ଟାଉନ୍ ଥାନା ଏଏସଆଇ ଯ୍ୟୋସ୍ନାମୟୀ ପାତ୍ର, ହାବିଲଦାର ସୁଧାଂଶୁ ଶେଖର ସାହୁ, କନେଷ୍ଟବଳ ପିତାମ୍ବର ଜେନା, ଟ୍ରାଫିକ କନେଷ୍ଟବଳ ସୀତା ଆଚାର୍ଯ୍ୟ ଏବଂ କନେଷ୍ଟବଳ ମୋହନ ମାଝି ।

ଡିଏଫଓ ଧନରାଜ୍ ଏଚ ଡି, ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି ସମେତ ବରିଷ୍ଠ ପୋଲିସ ପଦାଧିକାରୀ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version