ମୋହନାରେ ୧୪ଟି ପଞ୍ଚାୟତ ଭୂସ୍ଖଳନ ଅଞ୍ଚଳ ଭାବେ ଚିହ୍ନଟ

ସ୍ଥାନାନ୍ତର ପାଇଁ ଅଙ୍ଗନୱାଡ଼ି ଓ ସ୍କୁଲ୍ ଗୃହକୁ ପ୍ରସ୍ତୁତ କଲା ପ୍ରଶାସନ।ଜନସାଧାରଣଙ୍କୁ ସଚେତନ କରିବାରେ ଲାଗିଛନ୍ତି ଆଶା କର୍ମୀ। ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସତର୍କତା ଜାରି ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes