ମୋହନାରେ ଗୋଷ୍ଠୀ ସଂଘର୍ଷ, ୨୨ ଆହତ

ଆଜି ଅପରାହ୍ନରେ ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ବିଜିପୁର ଓ ବାହାଡାପାଡ଼ ଗ୍ରାମର ଦୁଇ ଗୋଷ୍ଠୀ ଲୋକଙ୍କ ମଧ୍ୟରେ ସରକାରୀ ଜମି ଜବରଦଖଲକୁ ନେଇ ସଂଘର୍ଷ ହେବାରୁ 21 ଜଣ ଆହତ ହୋଇଥିବା ପୁଲିସ କହିଛି l
ଆହତଙ୍କ ମଧ୍ୟରୁ 7 ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରର ଏମକେସିଜି ମେଡିକାଲକୁ ପଠାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes