ମୋବାଇଲ ବିକ୍ରି ନାଁରେ ୧ ଲକ୍ଷ ୨୦ ହଜାର ଠକେଇ; ବି.ଟେକ୍ ଛାତ୍ର ଗିରଫ

ନୟାଗଡ଼ରୁ ବି.ଟେକ୍ ଛାତ୍ର ସିଦ୍ଧାର୍ଥ ପାଣିଗ୍ରାହୀଙ୍କୁ ଗିରଫ କରୁଛି ପୁଲିସ।

OLXରେ ୫୨ ହଜାରର ମୋବାଇଲକୁ ୨୦ ହଜାରରେ ବିକ୍ରି କରିବାର ଲୋଭ ଦେଖାଇ ଠକିଥିଲେ। ଏନେଇ ସାଇବର ଥାନାରେ ଅଭିଯୋଗ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version