ମୋଦି ସରକାରଙ୍କ ୮ବର୍ଷ ପୂର୍ତ୍ତି ପାଳନ ଅବସରରେ ସମାବେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ୮ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ କାର୍ଯ୍ୟକ୍ରମ ଅବସରରେ କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀର ଵୋଦାପଳଶା ପଞ୍ଚାୟତ କେନ୍ଦୁଆ ଗ୍ରାମରେ ଏସ.ଏଚ. ଜି ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟଅତିଥି ଭାବେ ସଦର ବିଧାୟକ ମୋହନ ଚରଣ ମାଝୀ ଯୋଗଦେଇଥିଲେ । ଏହି ସଭାରେ କେନ୍ଦୁଝର ପୌରପାଳିକା ଅଧକ୍ଷା ନୀକୁ ସାହୁ ଉପସ୍ଥିତ ଥିଲେ ଏବଂ ଜିଲ୍ଲା ପଦାଧିକାରୀ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version