ମେ ୧୧ ତାରିଖରୁ ବରଗଡ଼ ଜିଲ୍ଲାରେ ଖୋଲିବ ଧାନ ମଣ୍ଡି April 24, 2026 by Odisha ଅତାବିରା ମାର୍କେଟୟାର୍ଡରୁ ରବି ଋତୁ ଧାନ କିଣା ଆରମ୍ଭ ହେବ। DLPC ବୈଠକରେ ତାରିଖ ଘୋଷଣା କଲେ ଜିଲ୍ଲାପାଳ।