ମେ’ରେ ୯ ଦିନ ଭିତର ରତ୍ନଭଣ୍ଡାର ଗଣତି

ମେ’ରେ ଭିତର ରତ୍ନଭଣ୍ଡାର ମୋଟ୍‌ ୯ ଦିନ ପାଇଁ ଗଣତି ମଣତି ହେବ ନେଇ ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଓ କାଲିକୁ ଛାଡ଼ି ଆଉ ୭ ଦିନ ଗଣତି ପାଇଁ ଧାର୍ଯ୍ୟ ହୋଇଛି। ୧୯, ୨୧, ୨୩, ୨୬, ୨୮, ୨୯ ଓ ୩୦ରେ ଗଣତି ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes