ମେ’ ତୃତୀୟ ସପ୍ତାହରେ ପରବର୍ତ୍ତୀ OTET-୨୦୨୬ ପରୀକ୍ଷା ଅନୁଷ୍ଠିତ ହେବ। ଖୁବ୍ ଶୀଘ୍ର ଆବେଦନ ନେଇ ତାରିଖ ପ୍ରକାଶ ପାଇବ କହିଛି BSE। ପରୀକ୍ଷା ତାରିଖ ଓ ସିଲାବସ୍ ନେଇ ମଧ୍ୟ ସୂଚନା ଦେବ ବୋର୍ଡ।
Credible Local News of Odisha