ମେମୁ ଟ୍ରେନ୍‌ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା; ପଏଣ୍ଟମ୍ୟାନ୍‌ ସସ୍‌ପେଣ୍ଡ

ମେମୁ ଟ୍ରେନ୍‌ ଦୁର୍ଘଟଣାରୁ ବର୍ତ୍ତିବା ଘଟଣାରେ ପଏଣ୍ଟମ୍ୟାନ୍‌ଙ୍କୁ ସସ୍‌ପେଣ୍ଡ କରିଛନ୍ତି ଡିଆରଏମ୍‌।

ଏହା ସହ ଅଧିକ ଅନୁସନ୍ଧାନ ପାଇଁ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଗତକାଲି ଭଦ୍ରକ-ବାଲେଶ୍ୱର ମେମୁ ଟ୍ରେନ୍‌ ନୀଳଗିରି ରୋଡ୍‌ ବରୁଣସିଂ ପାଖରେ ଅଘଟଣରୁ ଅଳ୍ପକେ ବର୍ତ୍ତିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes