ମେଡିକାଲ ବାରଣ୍ଡାରେ କାଲିଠୁ ପଡ଼ିଛି ଯୁବକଙ୍କ ଶବ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମେଡିକାଲ ବାରଣ୍ଡାରେ ଗତକାଲିଠୁ ଯୁବକଙ୍କ ଶବ ପଡ଼ିଛି।

ବ୍ୟବଚ୍ଛେଦ ନହୋଇ ମେଡିକାଲ ଆଉଟଡୋର ବାରଣ୍ଡାରେ ପଡ଼ି ରହିଛି।କାଲି ସନ୍ଧ୍ୟାରେ ଯୁବକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏଯାଏ ପୋଲିସ ପଞ୍ଚନାମା କରିନଥିବାରୁ ମୃତଦେହ ପଡ଼ି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes