ମେଡାଲ ପାଇଁ ଓଡ଼ିଶାରୁ ୪ ଅଧିକାରୀ ମନୋନୀତ

ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ପଦକ ଘୋଷଣା କରିଥିବା ବେଳେ ଓଡ଼ିଶାରୁ ୪ ଅଧିକାରୀ ମନୋନୀତ ହୋଇଛନ୍ତି।

ଡିଏସ୍‌ପି ପ୍ରଭାତ ବିଶ୍ୱାଳ, ଇନ୍ସପେକ୍ଟର ପ୍ରଶାନ୍ତ ସାହୁ, ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି, ଡିଏସ୍‌ପି ମାନସ ପ୍ରଧାନଙ୍କୁ ପଦକ ମିଳିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes