ବରଗଡ ଜିଲ୍ଲା ସୋହେଲା ବ୍ଲକ ଧୂସରବାହାଲରେ ଏକ ସ୍ବତନ୍ତ୍ର ଉତ୍ସବରେ ସ୍ଥାନୀୟ ନାଗରିକ କମିଟି ଗତ ମ୍ୟାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ଅଂଚଳର ଛାତ୍ର ଛାତ୍ରୀ ମାନଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ନାଗରିକ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ।
Credible Local News of Odisha