ମୃର୍ଷୁଣ୍ଢୀରେ ସଂର୍କୀନ ବୈଠକି ଅନୁଷ୍ଠିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୃର୍ଷୁଣ୍ଢୀ ଠାରେ ଗତକାଲି ଭାଦ୍ରବ ଏକାଦଶୀ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା।

ଆଜି ଉଦଯାପନୀ ଅବସରରେ ସଂର୍କୀନ ବୈଠକି ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଣକିଟାଲ ଓ ଦବଲା ମଧ୍ୟରେ ଅନୁଷ୍ଠିତ ହେଉଅଛି। ଏହ କାର୍ଯ୍ୟକ୍ରମଟି ଗ୍ରାମବାସୀଙ୍କ ସହଯୋଗ ଅନୁଷ୍ଠିତ ହେଉଅଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes