ମୃଦଙ୍ଗ ତିଆରି କରି ପରିବାର ପୋଷଣ କରୁଛନ୍ତି ରୁଷି

ଆଜକୁ ୨୬ ବର୍ଷ ହେଲା ମୃଦଙ୍ଗ ତିଆରି ଏବଂ ମୃଦଙ୍ଗ ସଜାଡି ପରିବାର ଭରଣ ପୋଷଣ କରିଆସୁଛନ୍ତି ବରଗଡ଼ ଜିଲ୍ଲା ରେଶମ ଗ୍ରାମର ରୁଷି ଗଣ୍ଡ l
୨୦୧୬ ମସିହାରୁ ସେ ଏହି ବେପାର କରୁଥିବା ବେଳେ ତାଙ୍କର ହାତ ତିଆରି ମୃଦଙ୍ଗ ବଲାଙ୍ଗୀର, ବରଗଡ଼, ସୋନପୁର ଏବଂ ବୌଦ୍ଧ ଜିଲ୍ଳାର ବିଭିନ୍ନ ସଂକିର୍ତନ୍ୟ ମଣ୍ଡଳୀ ବ୍ୟବହାର କରୁଥିବା ସେ କହିଛନ୍ତି l

ଏହି ବେପାର କରି ସେ ଦଶ ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରନ୍ତି ବୋଲି ପ୍ରକାଶ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes