ମୃତ ଭାଲୁ ଉଦ୍ଧାର, ମୃତ୍ୟୁକୁ ନେଇ ସନ୍ଦେହ

କେନ୍ଦୁଝର ରେଞ୍ଜ ନେଲୁଙ୍ଗ ଗ୍ରାମ ନିକଟ ଜମିରୁ ଏକ ଭାଲୁ ଲର ମୃତ ଦେହ ବନ ବିଭାଗ ଉଦ୍ଧାର କରିଛି। ଭାଲୁଟି କିପରି ମାରିଲା ସଠିକ୍ ଜଣାପଡ଼ି ନାହିଁ। ଜଙ୍ଗଲ କ୍ଷୟ ଯୋଗୁଁ ଭାଲୁମାନେ ଜନ ବସତି ମୁହାଁ ହେଉଥିବା ବେଳେ ଏଭଳି ଅବସ୍ଥାର ଶିକାର ହେଉଛନ୍ତି।

ଲୋକେ ପିଟି ପିଟି ମାରି ଦେଇଥିବା ଅନୁମାନ ହେଉଛି। ଭାଲୁ ମଧ୍ୟରେ ଲଢେଇରୁ ମୃତ୍ୟୁ ହୋଇଥିବା ବନ ବିଭାଗ ସନ୍ଦେହ କରୁଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପ୍ରକୃତ କାରଣ ଜଣା ପଡ଼ିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes