ମୃତ ଦେହ ଜବତ, ଆତ୍ମହତ୍ୟା ଅଭିଯୋଗ

ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଷଣ୍ଢା ଗ୍ରାମର ଆଜି ନିଜ ବାସଭବନରେ ବେକରେ ଦଉଡି ଦେଇ ସୂର୍ଯ୍ୟ କୁମାର ବାଘ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ସଦସ୍ୟ କହିଛନ୍ତି। ପୁଲିସ ଉକ୍ତ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes