ମୃତ୍ୟୁଦଣ୍ଡାଦେଶ ପାଇଥିବା ୨ ଅଭିଯୁକ୍ତ ହାଇକୋର୍ଟରେ ଦୋଷମୁକ୍ତ

୨୦୧୭ରେ ଆଠମଲ୍ଲିକ କିଶନନଗର ଥାନା ଅଞ୍ଚଳରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ମିଳିଥିଲା।
ପ୍ରମାଣ ଅଭାବରୁ ୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କଲେ ହାଇକୋର୍ଟ।

ରାଜନୈତିକ ଶତ୍ରୁତାରୁ ହତ୍ୟା ନେଇ ମାମଲାର ବିଚାର ହୋଇଥିଲା। ଦୁହିଁଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡାଦେଶ ଦେଇଥିଲେ ଆଠମଲ୍ଲିକ ଏଡିଜେ। ADJଙ୍କ ରାୟକୁ ଚ୍ୟାଲେଞ୍ଜ କରି ଉଭୟେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes