ମୃତକଙ୍କ ପରିବାର ପାଇଁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା ଆଳିରେ ଡଙ୍ଗାବୁଡ଼ି ନାବାଳକ ମୃତ୍ୟୁ ଘଟଣାରେ ନାବାଳକର ପରିବାର ପାଇଁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା ହୋଇଛି।

ଏହି ଘଟଣାରେ ଜଣେ ନିଖୋଜ ମଧ୍ୟ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version