ଗୋଟିଏ ଟ୍ରାକ୍ରେ ୨ ମେମୁ ଟ୍ରେନ୍ ରହିବା ଘଟଣାରେ ପୂର୍ବତଟ ରେଲୱେର ସ୍ପଷ୍ଟୀକରଣ ରଖିଛି। ମୁହାଁମୁହିଁ ହୋଇନଥିଲେ ବାଲେଶ୍ୱର-ଭୁବନେଶ୍ୱର ଓ ତାଳଚେର-ପୁରୀ ମେମୁ। ଟ୍ରାକ୍ରେ ପଛକୁ ପଛ ନିର୍ଦ୍ଧାରିତ ନିରାପଦ ଦୂରତା ବଜାୟ ରଖିଥିଲେ। କୌଣସି ଅଘଟଣ ଘଟି ନାହିଁ କହିଲା ପୂର୍ବତଟ ରେଲୱେ। ଅଟୋମାଟିକ୍ ସିଗ୍ନାଲିଂ ସିଷ୍ଟମରେ ଚାଲୁଥିଲେ ୨ ଟ୍ରେନ୍। ଏହି ସିଷ୍ଟମରେ ଟ୍ରେନ୍ ଚଳାଚଳକୁ ଅଟୋମାଟିକ୍ ବ୍ଲକ୍ ସିଗ୍ନାଲିଂ ଦ୍ୱାରା ନିୟନ୍ତ୍ରଣ ହୁଏ।