ମୁର୍ଷୁଣ୍ଢୀରେ ରାମାୟଣ ପାରାୟଣ ଅନୁଷ୍ଠିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ଗଜଲକ୍ଷ୍ମୀ ପୂଜା ଅବସରରେ ଆଜି ଠାରୁ ରାମାୟଣ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏଥିରେ ପୂଜକ ପ୍ରଦୀପ କୁମାର ରଥ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ସନ୍ତୋଷ ସମର୍ଥ ଓ ଧର୍ମପତ୍ନୀ ବାସନ୍ତୀ ସମର୍ଥ କର୍ତ୍ତା ଦାଇତ୍ୱ ତୁଲାଉଛନ୍ତି। ଏଥିରେ ବ୍ୟାସ ଅଜିତ କୁମାର ଦାସ ପୁରାଣ ପଠନ କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes