ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ୪୧ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ନବାହ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବ୍ୟାସ ଭାବେ ଅଜିତ ଦାସ ପୁରାଣ ପଠନ କରୁଥିବା ବେଳେ ପ୍ରଦୀପ କୁମାର ରଥ ପୂଜା କାର୍ଯ୍ୟ ତୁଲାଉଛନ୍ତି। ସନତ ସିଂ ଧର୍ମପତ୍ନୀ ସ୍ନେହଲତା ସିଂ କର୍ତ୍ତା ଦାଇତ୍ୱ ସମାପନ କରୁଛନ୍ତି।