ମୁମ୍ବାଇରୁ ଫେରିଲେ ନବୀନ ପଟ୍ଟନାୟକ

ମୁମ୍ବାଇରୁ ଅସ୍ତ୍ରୋପଚାର ପରେ ନବୀନ ଆଜି ଭୁବନେଶ୍ବର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କଲେ ବିଜେଡି ନେତା ଓ କର୍ମୀ। ସ୍ବାଗତ ସମ୍ବର୍ଦ୍ଧନା ପାଇଁ ସମର୍ଥକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes