ମୁଣ୍ଡଳୀରେ ମହାନଦୀକୁ ଡେଇଁଲେ ଯୁବକ, ଘର ଚନ୍ଦ୍ରଶେଖରପୁରରେ

ଆଜି ସକାଳେ ଜଣେ ଯୁବକ ମୁଣ୍ଡଳିରେ ପୋଲ ଉପରେ ସ୍କୁଟି ରଖି ମହାନଦୀକୁ ଡେଇଁ ପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀ ମାନେ କହିଛନ୍ତି l ଯୁବକ ଜଣଙ୍କ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ବୋଲି ଡିଏଲରୁ ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes