ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କଟକ ମୁଣ୍ଡଳି CISF ଅଭିମୁଖେ ବାହାରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ମୁଣ୍ଡଳିରେ CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ।
ପରେ ପାରାଦୀପରେ IFFCO ସଲଫରିକ୍ ଏସିଡ୍ ଫ୍ଲାଣ୍ଟର କରିବେ ଉଦଘାଟନ।
Credible Local News of Odisha