ମୁଣ୍ଡଳିରେ 12 ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବାହିତ

କଟକ ଜିଲ୍ଲାର ମୁଣ୍ଡଳି ନିକଟରେ ଏବେ ସେକେଣ୍ଡକୁ 12 ଲକ୍ଷ 1 ହଜାର 426 ଘନଫୁଟ ଜଳ ପ୍ରବାହିତ ହେଉଛି l ମୁଣ୍ଡଳିରେ ବିପଦ ସଂକେତ 97.25 ଫୁଟ ଥିବା ବେଳେ ଏବେ 97.80 ଫୁଟ ରହିଥିବା କର୍ତ୍ତୃପକ୍ଷ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes