ମୁଖ୍ୟ ସଚିବଙ୍କ ନାମରେ ଜାଲ ହ୍ଵାଟ୍ସଆପ ଆକାଉଣ୍ଟ

ସାଇବର ଠକ ମାନେ ବିଭିନ୍ନ ଭିଆଇପିଙ୍କ ନାମରେ ନକଲି ହ୍ଵାଟ୍ସଆପ ଆକାଉଣ୍ଟ କରିବା ପରେ ଏବେ ମୁଖ୍ୟ ଶାସନ ସଚିବଙ୍କ ନାମରେ ନକଲି ହ୍ୱାଟ୍ସଆପ ଆକାଉଣ୍ଟ ଖୋଲି ଲୋକଙ୍କୁ ଟଙ୍କା ମାଗୁଥିବା ଜଣାପଡିଛି l
ଏହା ପ୍ରତି ସତର୍କ ରହିବାକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes