ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଭାଷଣ ଶୁଣି ପାରିଲେନି ଦର୍ଶକ

କେନ୍ଦୁଝର ଗଡ ରେଳ ଷ୍ଟେସନ ରେ ପୁରୀ – ଆନନ୍ଦ ବିହାର ଟ୍ରେନର ଉଦ୍ଘାଟନ କାର୍ଯ୍ୟକ୍ରମକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଥିଲେ।ଏହାର ଲାଇଭ ପ୍ରସାରଣ ଦେଖିବା ଓ ଉଦ୍ଘାଟନ ଅବସରରେ ଏଠାରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

ତେବେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଷଣକୁ ମ୍ୟୁଟ୍ କରିବା ଓ ନ ଶୁଣାଇବା ଏଠାରେ ଉପସ୍ଥିତ ଅତିଥିଙ୍କ ଭାଷଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।ଫଳରେ ଦୁଇବଡ ନେତାଙ୍କ ଭାଷଣ ଶୁଣି ନପାରି ଅନେକ ଅସନ୍ତୋଷ ବ୍ୟକ୍ତ କଲେ। ବିଳମ୍ବରେ କାର୍ଯ୍ୟକ୍ରମ ଆରମ୍ଭ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes