ବଲାଙ୍ଗିର ପାଟଣାଗଡ଼ ଥାନାରେ ଜିଲ୍ଲା କଂଗ୍ରେସ ସଭାପତି ଅନିଲ ମେହେରଙ୍କୁ ଅଟକ କରାଯାଇଥିବା ବେଳେ ପୁଇଁତଲା ଥାନାରେ ମିଳିତ କୃଷକ ମଞ୍ଚର ଆବାହକ ଆକାଶ ମିଶ୍ର ଅଟକ ଅଛନ୍ତି।
ଲରମ୍ଭା ଥାନାରେ କୋଶଲ ମୁକ୍ତି ମୋର୍ଚ୍ଚାର ଆବାହକ ସୁଶୀଲ ଗୁରୁଙ୍କୁ ଅଟକ ରଖିଛି ପୁଲିସ।
Credible Local News of Odisha