ମୁକ୍ତିଲାଭ କଲା ନୂଆଁ ସମ୍ବଲପୁରୀ ଫ୍ୟୁଜନ “ଓୟେ ଲୈଲା”

ଆଜି ସୁବର୍ଣ୍ଣପୁର ଜିଲ୍ଲାର ନିର୍ମଳା ପ୍ରଡକସନ ପ୍ରସ୍ତୁତ ନୂଆଁ ସମ୍ବଲପୁରୀ ରୋମାଣ୍ଟିକ ଫ୍ୟୁଜନ “ଓୟେ ଲୈଲା” ସି.ଆର୍ କୁମାର ସମ୍ବଲପୁରୀ ଫ୍ୟୁଜନ ୟୁଟୁବ ଚ୍ୟାନେଲରେ ମୁକ୍ତିଲାଭ କରିଥିବା ଜଣାଯାଇଛି । ଏଥିରେ ଆର୍.ଜେ ରାଜା କଣ୍ଠଦାନ କରିଥିବାବେଳେ ପଞ୍ଚା ଜଗଦଲା ଗୀତିକାର ତଥା ବ୍ୟବସ୍ଥାପକ ରହିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା, କମ୍ପୋଜର ଓ ରିଦିମରେ ସି.ଆର୍ କୁମାର ରହିଛନ୍ତି । ସତ୍ୟମ ଷ୍ଟୁଡିଓ ବରଗଡ଼ରେ ଏହା ରେକଡିଂ ହୋଇଥିବାବେଳେ ଜିତେନ୍ଦ୍ର କୁମାର ଓ ଅନ୍ୟମାନେ ସହଯୋଗ କରିଥିବା ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes