ମୁଁ ନିର୍ବାଚନ ଲଢ଼ିବିନି: ସୁର ରାଉତରାୟ

ପିସିସି ସଭାପତି ମୋତେ ଅନୁରୋଧ କରିଛନ୍ତି, ମାତ୍ର ମୁଁ ଲଢ଼ିବିନି କହିଛନ୍ତି ସୁର ରାଉତରାୟ।

୮୦ ବର୍ଷ ପରେ ଆଉ ନିର୍ବାଚନ ଲଢ଼ିବା ଉଚିତ୍ ନୁହେଁ।ମୁଁ ଶପଥ ନେଇଛି, ଗତଥର ଏକା ଜିତିଥିଲି, ଏଥର ୩ ଜଣଙ୍କୁ ଜିତାଇବି, ମୋ ଦୁଇ ପୁଅ କଂଗ୍ରେସରୁ ନିର୍ବାଚନ ଲଢ଼ିବେ କହିଛନ୍ତି ସୁର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes