ଏଆଇସିସି ଶୃଙ୍ଖଳା କମିଟି ନୋଟିସର ଉତ୍ତର ରଖି ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ମୁଁ କୌଣସି ବିଶୃଙ୍ଖଳା କରିନି।
ମତେ ଯାହା ମଗାଯାଇଥିଲା ତାହାର ଉତ୍ତର ରଖିଛି, ମୁଁ ଜଣେ ଶୃଙ୍ଖଳିତ କର୍ମୀ, କୌଣସି ବିଶୃଙ୍ଖଳା କରିନି ବୋଲି ମୋକିମ କହିଛନ୍ତି।
Credible Local News of Odisha