ମୁଁ କାର୍ଯ୍ୟାନୁଷ୍ଠାନକୁ ଡରେ ନାହିଁ : ସୁର ରାଉତରାୟ

ନୂଆ ପିସିସି ସଭାପତି ଚୟନ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ବିଧାୟକ ସୁରେଶ ରାଉତରାୟଙ୍କୁ ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ l

ଏହାର ଉତ୍ତରରେ ସୁର ଆଜି ଗଣମାଧ୍ୟମକୁ କହିଛନ୍ତି, କାର୍ଯ୍ୟାନୁଷ୍ଠାନକୁ ସେ ଡରନ୍ତି ନାହିଁ l ଅତୀତରେ ନିରଞ୍ଜନ, ଜୟଦେବ ଜେନା, ତାରା ବାହିନୀପତି ଓ ସନ୍ତୋଷ ସିଂ ସାଲୁଜା ବିବାଦୀୟ ମନ୍ତବ୍ୟ ଦେଇଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes