ମିଶନ ଶକ୍ତି ସପୋର୍ଟ ଷ୍ଟାଫ୍‌ଙ୍କ ପ୍ରୋତ୍ସାହନ ରାଶି ବଢ଼ାଇଲେ ସରକାର

ଏମ୍‌ବିକେ, ବ୍ୟାଙ୍କମିତ୍ର, ଜୀବିକା ସହାୟିକାଙ୍କ ଦରମା ୧୦, ୭୫୦କୁ ବୃଦ୍ଧି କଲେ ସରକାର।

କୃଷି ମିତ୍ର, ପ୍ରାଣୀ ମିତ୍ର ୩୭୫୦ ଜାଗାରେ ଏଣିକି ୬୨୫୦ ପାଇବେ।ସିଆର୍‌ପି-ସିଏମ୍‌ ଏବେ ମାସିକ ୩୬୦୦ ଜାଗାରେ ୬୧୦୦ ପାଇବେ। ବର୍ଦ୍ଧିତ ପ୍ରୋତ୍ସାହନ ରାଶି ଅକ୍ଟୋବର ୨୦୨୩ରୁ ପିଛିଲା ଭାବେ ମିଳିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes