ମିଶନ ଶକ୍ତି ବିପିସିଙ୍କୁ ଆକ୍ରମଣ ଘଟଣାରେ ୫ ଅଟକ

ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରାଙ୍କ ୫ ସମର୍ଥକ ଅଟକ ଥିବାବେଳେ ଅଶୋକ ଦୋରା ଫେରାର ଥିବା ସୂଚନା ମିଳିଛି।

୧୦ ତାରିଖରେ ଗୁଡଭେଲା ବ୍ଲକ ଅଫିସରେ ଆକ୍ରମଣ ହୋଇଥିଲା। ଏନେଇ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନାରେ ଅଭିଯୋଗ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes