ମିଳିତ ସାମ୍ବାଦିକ ସଙ୍ଘର ପ୍ରଥମ ବାର୍ଷିକ ଉତ୍ସବ

ଢେଙ୍କାନାଳ ଜିଲ୍ଲା ଗଁଦିଆ ମିଳିତ ସାମ୍ବାଦିକ ସଙ୍ଘ ତରଫରୁ ଆଜି ପ୍ରଥମ ବାର୍ଷିକ ଉତ୍ସବ-୨୦୨୨ ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାନସଭା ଉପ ବାଚସ୍ପତି ରଜନୀ କାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version