ମିଠା ଦୋକାନରେ ଅଗ୍ନିକାଣ୍ଡ; ୧ ମୃତ, ୨ ଆହତ (ଅପଡେଟ)

ରାଉରକେଲା ପାନପୋଷ ଛକରେ ଏକ ମିଠା ଦୋକାନରେ ସିଲିଣ୍ଡର ଫାଟି ଯିବାରୁ ନିଆଁ ଲାଗି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ଅଛନ୍ତି।

ଦୋକାନ ଭିତରେ ଜଣେ ଫସି ରହିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes