ସୋନପୁର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ଵରୀଙ୍କ ଆଜି ମଙ୍ଗଳା ବେଶ ଅନୁଷ୍ଠିତ ହୋଇଯାଇଛି। ସକାଳୁ ପୂଜକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ଉକ୍ତ ବେଶ ଆୟୋଜିତ ହୋଇଥିଲା।
Credible Local News of Odisha