ଆଜି ଆଶ୍ଵିନ ପବିତ୍ର ମହାଳୟା ଅମାବାସ୍ୟାରେ ସୋନପୁର ଜିଲ୍ଲା ଇଷ୍ଟଦେବୀ ମା’ ସୁରେଶ୍ଵରୀଙ୍କ ଧବଳ ମୁଖି ବେଶ ଅନୁଷ୍ଠିତ ହୋଇଯାଇଛି। ସକାଳୁ ପୂଜକ ମା’ଙ୍କ ନୀତିକାନ୍ତି ପରେ ଉକ୍ତ ବେଶ ଆୟୋଜିତ କରିଥିଲେ। ଶାନ୍ତି ଶୃଙ୍ଖଳା ସହ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ଲାଭ କରୁଛନ୍ତି।
Credible Local News of Odisha