ସୋନପୁର ଜିଲ୍ଲା ତେଲେଣ୍ଡାରେ ଆଶ୍ଵିନ ମାସର ଷୋଡଶ ପୂଜା ଅବସରରେ ଷଷ୍ଠ ରାତିରେ ମା’ ରାମଚଣ୍ଡୀଙ୍କ ବ୍ରାହ୍ମଚାରିଣୀ ବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂଜକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସାରିବା ପରେ ଏହି ବେଶ ଆୟୋଜିତ ହୋଇଥାଏ।
Credible Local News of Odisha