ମା ରାମଚଣ୍ଡୀଙ୍କ ଗୌରୀ ବେଶ ଅନୁଷ୍ଠିତ September 18, 2025 by Odisha ସୋନପୁର ଜିଲ୍ଲା ତେଲେଣ୍ଡାରେ ପଞ୍ଚମ ରାତିରେ ଷୋଡ଼ଶ ପୂଜା ଅବସରରେ ମା’ ରାମଚଣ୍ଡୀଙ୍କ ଗୌରୀ ବେଶ ଅନୁଷ୍ଠିତ ହୋଇଛି।