ମା’ ବନଦୁର୍ଗାଙ୍କ କାତ୍ୟାୟନୀ ବେଶ

ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ସ୍ଥିତ ମା’ ବନଦୁର୍ଗାଙ୍କ ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜାର ଆଜି ପଞ୍ଚଦଶ ଦିବସ ଓ ନବରାତ୍ରର ଷଷ୍ଠ ଦିବସରେ କଲ୍ୟାଣମୟୀ ଜଗତଜନନୀ ମା’ ବନଦୁର୍ଗା ପୁଷ୍ପମାଲ୍ୟାଦି ସୁବାସିତ ଦ୍ରବ୍ୟ ଦ୍ବାରା ବିମଣ୍ଡିତ ହୋଇ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes