ମାହାଙ୍ଗା ବ୍ଲକ୍‌ର ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ

ଏମରଜେନ୍ସିରେ ଅଫିସ୍‌ ନ ଆସିବା ଓ ବାୟୋମେଟ୍ରିକ୍‌ ନ ଲଗାଇବାରୁ କଲେକ୍ଟରଙ୍କ ନିର୍ଦ୍ଦେଶରେ ଦରମା ବନ୍ଦ କଲେ ଜିଲ୍ଲା ଉନ୍ନୟନ ଅଧିକାରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes