ଦୀର୍ଘ ମାସେ ପରେ ଦଶପଲ୍ଲାର ବେଲପଡ଼ା ପ୍ରାଥମିକ ସ୍କୁଲର ତାଲା ଖୋଲଛି। ଜିଲ୍ଲାପାଳ ଓ ଏସ୍ପିଙ୍କ ଉପସ୍ଥିତରେ ସ୍କୁଲ୍ରୁ ଖୋଲିଲା ତାଲା।ଛାତ୍ର ମୃତ୍ୟୁକୁ ନେଇ ସ୍କୁଲ୍ରେ ତାଲା ପକାଇଥିଲେ ପରିବାର ଲୋକେ।
ଫଳରେ ଅନ୍ୟ ସ୍କୁଲରେ ବାର୍ଷିକ ପରୀକ୍ଷା ଦେବାକୁ ବାଧ୍ୟ ହୋଇଥିଲେ ଛାତ୍ରଛାତ୍ରୀ। ମୃତ ଛାତ୍ରଙ୍କ ବାପାମାଆ ସମେତ ୧୨ ଜଣଙ୍କୁ ଗଣିଆଁ ଥାନାରେ ଅଟକ ରଖିଛି ପୁଲିସ।