ସୋନପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ଵରୀଙ୍କ ଧବଳ ମୁଖି ବେଶ ବହୁତ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ସକାଳୁ ପୂଜକ ରୀତିନୀତି ପୂଜାର୍ଚ୍ଚନା ପରେ ଉକ୍ତ ବେଶ ଆୟୋଜିତ ହୋଇଥିଲା।
Credible Local News of Odisha