ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମାସକ ମଧ୍ୟରେ ଶାଶୁ ଘର ଛାଡି ଭଡା ଘରକୁ ଯିବେ ବୋଲି ଆଜି ସେ ଜିଲ୍ଲା ଜଜ କୋର୍ଟଙ୍କୁ ଜଣାଇଛନ୍ତି l
ବର୍ଷାଙ୍କୁ ଶାଶୁ ଘର ଛାଡିବାକୁ ନିର୍ଦ୍ଦେଶ ଦେବାକୁ ପୂର୍ବରୁ ସ୍ୱାମୀ ଅନୁଭବ ମହାନ୍ତି କୋର୍ଟରେ ଆବେଦନ କରିଥିଲେ l କୋର୍ଟ ମାମଲାର ଶୁଣାଣି କରି ବର୍ଷାଙ୍କୁ ଶାଶୁ ଘର ଛାଡିବାକୁ ଏବଂ ତାଙ୍କୁ ମାସିକ ଖର୍ଚ୍ଚ 30 ହଜାର ଟଙ୍କା ଅନୁଭବ ଦେବେ ବୋଲି ନିର୍ଦ୍ଦେଶ ଦେଇଥିଲେ l