ମାଷ୍ଟର କେଣ୍ଟିନ ଛକ ତାରିଣୀ ମନ୍ଦିର ଭାଙ୍ଗିଲା ବିଏମସି

ସ୍ମାର୍ଟ ସିଟି ଉନ୍ନୟନ ପାଇଁ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ତାରିଣୀ ମନ୍ଦିରକୁ ଭାଙ୍ଗିଛି ବିଏମସି।

ବିଏମସି ଓ ବିଏସସିଏଲର ଅଧିକାରୀଙ୍କ ଉପସ୍ଥିତିରେ ଏହି ମନ୍ଦିର ଭଙ୍ଗାଯାଉଥିବା ପରିଲକ୍ଷିତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes