ମାଷ୍ଟରମାଇଣ୍ଡ ପଠାଣୀ ସାମନ୍ତ ଲେଙ୍କାଙ୍କ ୨ ସହଯୋଗୀ ଅଟକ

ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାରେ ଯାଜପୁରରୁ ୨ ଜଣଙ୍କୁ ଅଟକ ରଖିଲା ଏସ୍‌ଟିଏଫ୍‌।

ପଠାଣୀ ସାମନ୍ତ ଲେଙ୍କାଙ୍କ ୨ ସହଯୋଗୀ ଅଟକ ଅଛନ୍ତି। ଗତକାଲିଠୁ ୫ ଦିନିଆ ରିମାଣ୍ଡରେ ଯିବ ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ।ଏହି ମାମଲାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes